ନୂଆବର୍ଷ ପୂର୍ବରୁ କଠୋର ହେଲେ ନବୀନ: ବିଦାହେଲେ ଆଉ ୬ ଅଧିକାରୀ

ଭୁବନେଶ୍ବର : ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବ୍ୟାହତ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଏକ କଠୋର ପଦକ୍ଷେପ ନେଇଛନ୍ତି। ୨୦୨୧ ସ୍ବାଗତ କରିବା ପୂର୍ବରୁ ୬ ବରିଷ୍ଠ ଅଧିକାରୀଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ଦୁର୍ନୀତି ଓ ଅପରାଗତା କାରଣରୁ ଏମାନଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଇଞ୍ଜିନିୟର ଓ ଦୁଇଜଣ ଅବକାରୀ ବିଭାଗର ଅଧିକାରୀ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ … Continue reading ନୂଆବର୍ଷ ପୂର୍ବରୁ କଠୋର ହେଲେ ନବୀନ: ବିଦାହେଲେ ଆଉ ୬ ଅଧିକାରୀ